CLASS VIII SSG CH 01 SAMBALA
CLASS VIII SSG CH 01 SAMBALA
Quiz
୧.ସମୁଦ୍ର ଜଳରେ ଦ୍ରବୀଭୁତ ମୂଲ୍ୟବାନ ଧାତୁ ନିମ୍ନଲିଖିତ ମଧ୍ୟରୁ କି ପ୍ରକାର ସମ୍ବଳ?
- ସର୍ବବ୍ୟାପୀ
- ବିକଶିତ
- ପ୍ରଛନ୍ନ
- ଜୈବ
୨.ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ମାନବକୃତ ସମ୍ବଳ?
- ଡ଼ାକ୍ତରୀ ଔଷଧ
- ଝରଣା ଜଳ
- ମୃତ୍ତିକା
- ବାୟୁ
୩.ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଜୈବ ସମ୍ବଳ?
- ଜଙ୍ଗଲ
- ଶିଳା
- ବାୟୁ
- ଜଳ
୪. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ସ୍ଥାନୀୟ ସମ୍ବଳ ନୁହେଁ?
- ଲୁହା
- ତମ୍ବା
- ସୁନା
- ବାୟୁ
୫.କେଉଁଟି ଏକ ଦ୍ରବ୍ୟକୁ ସମ୍ବଳରେ ପରିଣତ କରିବାକୁ ଦରକାର ହୁଏ ନାହିଁ?
- ଉପଯୋଗୀତା
- ପରିକଳ୍ପନା
- ପ୍ରୟୋଜନୀୟତା
- ପ୍ରତିଯୋଗୀତା
୬.ଭୂପୃଷ୍ଠର ନିର୍ଦ୍ଦିଷ୍ଟ ସ୍ଥାନରେ ମିଳୁଥିବା ସମ୍ବଳକୁ – କହନ୍ତି ।
- ପ୍ରାକୃତିକ ସମ୍ବଳ
- ମାନବକୃତ ସମ୍ବଳ
- ସ୍ଥାନୀୟ ସମ୍ବଳ
- ଜାତିକ ସମ୍ବଳ
୭.ସମସ୍ତ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଗଠିତ ସମ୍ବଳକୁ – କହନ୍ତି ।
- ପ୍ରାକୃତିକ ସମ୍ବଳ
- ମାନବକୃତ ସମ୍ବଳ
- ଅଜୈବ ସମ୍ବଳ
- ଜୈବ ସମ୍ବଳ
୮.ବ୍ୟବହାର କରାଯାଉଥିବା ସମ୍ବଳକୁ – କହନ୍ତି ।
- ପ୍ରାକୃତିକ ସମ୍ବଳ
- ବିକଶିତ ସମ୍ବଳ
- ସ୍ଥାନୀୟ ସମ୍ବଳ
- ମାନବକୃତ ସମ୍ବଳ
୯.କୈାଣସି ପରିକଳ୍ପନା ବା ଉଦ୍ଭାବନ ଉପରେ ପୂର୍ଣ୍ଣ ଅଧିକାର ଆଣିବାକୁ – କହନ୍ତି ।
- ସମ୍ବଳ ସଂରକ୍ଷଣ
- ପ୍ୟାଟେଣ୍ଟ
- ଅଧିକାର ହାସଲ
- ରେଜିଷ୍ଟ୍ରିଭୁକ୍ତ
୧୦.ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ – କହନ୍ତି ।
- ସମ୍ବଳ ସଂରକ୍ଷଣ
- ପ୍ୟାଟେଣ୍ଟ
- ଅଧିକାର ହାସଲ
- ରେଜିଷ୍ଟ୍ରିଭୁକ୍ତ
୧୧.ପବନ କଳ ଦ୍ୱାରା ଶକ୍ତି ଉତ୍ପାଦନ କରିବାରେ କେଉଁଟି ଏକ ଅଗ୍ରଣୀ ଦେଶ?
- ଜର୍ମାନୀ
- ଫ୍ରାନ୍ସ
- ନେଦରଲ୍ୟାଣ୍ଡ
- ଭାରତ
୧୨.ନାଗରକୋଏଲା କେଉଁ ରାଜ୍ୟରେ ଅବସ୍ଥିତ?
- ଗୁଜୁରାଟ
- ମହାରାଷ୍ଟ୍ର
- ତାମିଲନାଡ଼ୁ
- ଆନ୍ଧ୍ର ପ୍ରଦେଶ
୧୩.କେଉଁଟି ଏକ ଅଜୈବ ସମ୍ବଳ?
- ଜଙ୍ଗଲ
- ପଶୁ
- ପକ୍ଷୀ
- ଝରଣା
୧୪.କେଉଁଟି ମାନବକୃତ ସମ୍ବଳ?
- ପଥର
- ବାଲି
- ସିମେଣ୍ଟ
- ମାଟି
୧୫.କେଉଁଟି ନବୀକରଣ-ଅଯୋଗ୍ୟ ସମ୍ବଳ?
- ସୈାରଶକ୍ତି
- ଜଳ
- ବାୟୁ
- କୋଇଲା
୧୬.ଶିଳା, ପ୍ରାଣୀ, ମୃତ୍ତିକା, ଖଣିଜଦ୍ରବ୍ୟ -କେଉଁଟି ଅଲଗା ବାଚ୍ଛ?
- ଶିଳା
- ପ୍ରାଣୀ
- ମୃତ୍ତିକା
- ଖଣିଜଦ୍ରବ୍ୟ
୧୭.ବାୟୁ, ଭୂମି, ପ୍ରାକୃତିକ ଗ୍ୟାସ, ଜଳ -କେଉଁଟି ଅଲଗା ବାଚ୍ଛ?
- ବାୟୁ,
- ଭୂମି,
- ପ୍ରାକୃତିକ ଗ୍ୟାସ,
- ଜଳ
୧୮.ପ୍ରାକୃତିକ ଗ୍ୟାସ, ଜଳ, ଖଣିଜ ପଦାର୍ଥ, ଖଣିଜତୈଳ-କେଉଁଟି ଅଲଗା ବାଚ୍ଛ?
- ପ୍ରାକୃତିକ ଗ୍ୟାସ,
- ଜଳ,
- ଖଣିଜ ପଦାର୍ଥ,
- ଖଣିଜତୈଳ
୧୯.ସୈାର ଶକ୍ତି, ତାପଜଶକ୍ତି, ପବନ ଶକ୍ତି, ଜଳ ବିଦ୍ୟୁତ ଶକ୍ତି-କେଉଁଟି ଅଲଗା ବାଚ୍ଛ?
- ସୈାର ଶକ୍ତି,
- ତାପଜଶକ୍ତି,
- ପବନ ଶକ୍ତି,
- ଜଳ ବିଦ୍ୟୁତ ଶକ୍ତି
୨୦.ମୃତ୍ତିକା, ଅଟ୍ଟାଳିକା, ସେତୁ, ରାସ୍ତାଘାଟ-କେଉଁଟି ଅଲଗା ବାଚ୍ଛ?
- ମୃତ୍ତିକା,
- ଅଟ୍ଟାଳିକା,
- ସେତୁ,
- ରାସ୍ତାଘାଟ
୨୧.ଯେଉଁ ସମ୍ବଳଗୁଡ଼ିକର ପରିମାଣ ଓ ମାନ ଜଣାପଡ଼ିଛି ତାହା – ସମ୍ବଳର ଅନ୍ତର୍ଗତ ।
- ପ୍ରକୃତ,
- ପ୍ରଚ୍ଛନ୍ନ,
- ଜୈବ,
- ଅଜୈବ
୨୨.ଯେଉଁ ସମ୍ବଳଗୁଡ଼ିକର ସଠିକ ପରିମାଣ ଜଣାନାହିଁ ଓ ଏବେ ସୁଦ୍ଧା ଅବ୍ୟବହୃତ ଅଛି ତାହା – ସମ୍ବଳର ଅନ୍ତର୍ଗତ ।
- ପ୍ରକୃତ,
- ପ୍ରଚ୍ଛନ୍ନ,
- ଜୈବ,
- ଅଜୈବ
୨୩.ଶିଳା ଓ ମୃତ୍ତିକା – ସମ୍ବଳ ଅଟେ ।
- ପ୍ରକୃତ,
- ନବୀକରଣ ଅଯୋଗ୍ୟ,
- ଅଜୈବ,
- ମାନବକୃତ
୨୪.ଶ୍ରମିକମାନଙ୍କୁ -- ସମ୍ବଳ କୁହାଯାଏ ।
- ମାନବକୃତ,
- ମାନବ,
- ପ୍ରକୃତ,
- ଅଜୈବ
୨୫.ରାସ୍ତାଘାଟ ଓ ଯାନବାହାନ -- ସମ୍ବଳର ଅନ୍ତର୍ଗତ ।
- ମାନବକୃତ,
- ମାନବ,
- ପ୍ରକୃତ,
- ଜୈବ
ନେପାଳ, ପାକିସ୍ତାନ ,ଶ୍ରୀଲଙ୍କା ,ଭୁଟାନ
ReplyDelete